ହଳଦିଆ ପତ୍ର Yellow Leaf Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ହଳଦିଆ ପତ୍ର Yellow Leaf

Rating: 5.0

1

ପରବାଏ ନାଇଁ
ହଳଦିଆ ପତ୍ରକୁ
କହିପାରେ କେବଳ କବିତା
ରିଙ୍ଗରୋଡରେ ନାଚୁ ନାଚୁ।

ଶିକାର ଖୋଜେ ଆକାଶ
ଲଙ୍ଗଳା ଜଙ୍ଗଲରେ।
ତଥାପି ବନ୍ଦ ହୁଏ ନା
କବିତା।

2

ହଁ, ଚାଲିଛି,
ଚାଲିଛି କବିତା ଲେଖା।
କବିତାରେ ଟିକିଏ ଟିକିଏ
ଜୀବନକୁ ପରଖିବା କଥା।

ହରରଙ୍ଗୀ ଚଢେଇସବୁ
ଆସୁ ଆସୁ କାହିଁ କୁଆଡୁ
ଉପଭୋଗ କରୁଛନ୍ତି ଜୀବନକୁ।
ଦେଖି ଦେଖି ଆକାଶ ବି
ଯାଉଛି ଲୁଚି ଅଧାରୁ।

ଖଟାମିଠା ରାଗ ହେଲେ
କଣ କରିବ କବି!
ଉପରୁ ଖସେଇବ ପଥର
ନା ତଳୁ ଫିଙ୍ଗିବ,
ପାରୁ ନି ହୋଇ ସ୍ଥିର।

ଦେଖାରେଖାକୁ
ନାଇଁ ଯାହା ସମୟ।
ଉତ୍ତର ଆଶାରେ ହେଉଛି ଡୁବିବାକୁ
ଚେଁ ଚପଟ ନ ଥିଲାବେଳେ
ପୂର୍ବପରି ଏଠାରେ।

Tuesday, June 18, 2019
Topic(s) of this poem: poetry
COMMENTS OF THE POEM
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success