1.
ନିଜ ଭଉଣୀକୁ ଯିଏ ପଚାରେ ନାଇଁ,
ଭଲ ବ୍ୟବହାର ଦେଖାଏ ନାଇଁ,
ନିଶ୍ଚିତ ଭାବରେ କହିବି,
ସିଏ ଚରିତ୍ରହୀନ।
2.
ମା,
ଯିଏ କରେ
ମାକୁ ବେଖାତିର
ସିଏ ଭାଗ୍ୟହୀନ।
3.
ବାପା,
ଯିଏ କରେ
ବାପାକୁ ଅପମାନ
ହୁଏ ସିଏ ଦିଶାହୀନ
4.
ଭାଷା,
ଯିଏ କରେ
ମାତୃଭାଷାର ଅବମାନନା
ସିଏ ପରିଚୟହୀନ।
5.
ପୁଅ ଝିଅ,
ଏମାନଙ୍କୁ ନିନ୍ଦା
କରୁଥିବା ଲୋକକୁ
ପୁରୁଷ ହେଉ କି ସ୍ତ୍ରୀ
କହିବ କଣ?
କେତେଜଣ କହନ୍ତି
ଏମାନେ ଲଂପଟ,
ଦେବ କି ନ ଦେବ
ସମ୍ମତି, ତୁଣେ ଜାଣ।
This poem has not been translated into any other language yet.
I would like to translate this poem