Biswajit Muduli

Biswajit Muduli Poems

ତୁମ ଯୁଗରେ ମୁଁ ଶାନ୍ତିଧାମ ଥିଲି,
ଶୟନ ସୂତ୍ରରେ ଚାଁହିଥିଲି,
ସ୍ପର୍ଶ ତୁମ ପାଇସାରି ସ୍ଥାୟୀ ସ୍ମୃତି ତୁମ ଦେଖିଲି।
ଝାପ୍ସା ଚେହେରା, ଝାପ୍ସା ହସ, ଝାପ୍ସା ତୁମ ଆବିର୍ଭାବ,
...

The Best Poem Of Biswajit Muduli

ସଂଧାନ

ତୁମ ଯୁଗରେ ମୁଁ ଶାନ୍ତିଧାମ ଥିଲି,
ଶୟନ ସୂତ୍ରରେ ଚାଁହିଥିଲି,
ସ୍ପର୍ଶ ତୁମ ପାଇସାରି ସ୍ଥାୟୀ ସ୍ମୃତି ତୁମ ଦେଖିଲି।
ଝାପ୍ସା ଚେହେରା, ଝାପ୍ସା ହସ, ଝାପ୍ସା ତୁମ ଆବିର୍ଭାବ,
କଲି ସ୍ମରଣ, କଲି ଦମନ ତୁମକୁ ମୁଁ,
ହରେଇଲି ନିଜ ପ୍ରଥା, ବାସ୍ତବ।
ଅନୁଭବ କୁହେ, ମୁଁ ତମର ଖ୍ୟଣିକ ପ୍ରହରୀ, ସଂଧାନକର୍ତା।
ଥକ୍କା ହୁଏ ମୁଁ ସଂଧାନେ ତମ, ଫେରିଆସେ ପୂର୍ବପରୁ।
ଆହ୍ବାନ କର ସମ୍ମୀଳନୀ ତୁମେ,
ପୁଣି ଅପମାନେ ମାର ମତେ।
ଅପମାନେ ମୋର ଖୁସି ହୁଅ କେତେ,
ବିଚରା ମନ ଫେରେ ଦୁଃଖ ର ଆୟତ୍ତେ।
ଯାହା ବି ହେଉ ପ୍ରକୃତ ଖୁସି ତମ ସଂଧାନେ।
ସବୁ ସମୟ ମୋ ସରିଯିବ ବୋଧହୁଏ,
ନିଜେ ମୁଁ ହୁଏ ପୁରା ସମର୍ପିତ ବାରମ୍ବାର।
ଜାଣିନି, କେବେ ତମେ ହବ ସ୍ଥାୟୀ ଆବିଷ୍କୃତ।

Biswajit Muduli Comments

Close
Error Success