ନୁହଁ ଭ୍ରାନ୍ତି
ବରଂ ନିୟତି।
ସତ୍ୟ
ନୁହଁ ଜୀବନ,
ସତ୍ୟ
ବରଂ ମୃତ୍ଯୁ ।
ଯିବାଟା
ସତ୍ୟ,
ସତ୍ୟ ହୋଇ ନ ପାରେ
ହୁଏ ତ ଆସିବାଟା।
ସତ୍ୟ
ଥିବାଟା,
ସତ୍ୟ
ନ ଥିବାଟା ବି।
ନୁହଁ ଭ୍ରାନ୍ତି
ଏ ଜୀବନ।
ବରଂ ଭ୍ରାନ୍ତି
ନିୟତି।
This poem has not been translated into any other language yet.
I would like to translate this poem
ନୁହଁ ଭ୍ରାନ୍ତି ଏ ଜୀବନ। ବରଂ ଭ୍ରାନ୍ତି ନିୟତି।....Sometimes you write good poems! The spirit of great poets! We are proud of you...Loved reading your beautiful poem!