ଉଠୁ ଉଠୁ Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ଉଠୁ ଉଠୁ

Rating: 5.0

ଯାହା ମୁଁ କହୁଛି
ସତ ନୁହେଁ, ଭାବ ନି ।

ଭାବିବାଟାକୁ ଆୟତ୍ତରେ
ରଖିବାକୁ କର ଚେଷ୍ଟା ।

ଯାହା ଭାବୁଛ ସେସବୁକୁ
ପ୍ରକାଶ କର ନି ଶବ୍ଦରେ ।

ସବୁ ଶବ୍ଦ ନୁହେଁ ବିଶ୍ଵସ୍ତ
କୋଉ ଶବ୍ଦ କେତେବେଳେ
କୋଉ ଖାଲରେ ଦେବେ ପକାଇ
ପାରିବ ନି ଉଠି ଆଉ ଉଠୁ ଉଠୁ
ଘନେଇ ଆସିବ ରାତି
ଭଜୁଥିଲେ ବି ରାମ ଗୋବିନ୍ଦ ଶ୍ରୀହରି ।

Monday, November 14, 2016
Topic(s) of this poem: life
COMMENTS OF THE POEM
Kumarmani Mahakul 14 November 2016

ଶବ୍ଦ ବେଳେ ବେଳ; ଏ ଖାଲରେ ପକାଇ ଦିଏ. । ତେଣୁ ଉଠୁ ଉଠୁ ଭଲ ଶବ୍ଦ ବ୍ୟବହାର କରିବା କଥା ଭାବି ଚିନ୍ତ ।

0 0 Reply
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success