ଚୁରାବୁ ତୁଇ,
ଆରୁ ରଡିକରି କହେବୁ
ଧାଇଁ ଆସ ହୋ ଲୁକବାକ
ଘିଚିଉଲଟି ସାରିଦେଲାନ ସବୁ ।
ବଦମାସି ଗୁନସବୁ
ପୁରେଇକରି ରଖିଛୁ ଭିତରେ
ଆରୁ ଘୁରି ହଉଛୁ ଗୁଡି ଗୁଡି,
ଦେ ଦେବତାକେ ଡାକୁଛୁ
ପାଏନ ପି ପି ।
କେଁଥି ଲାଗସି
କଲେ ଭି ଯେତେ ଯାହା,
ମୁନୁସକେ ତ ମୁନୁସ ବଲିକରି
ମାନୁଛୁ ନାଇଁ, କିର୍ହା କୁକୁର୍ ବାଗିର୍
ଦେଖଉଛୁ ବେଭାର୍ ।
ଭଲମନ୍ଦ ନେଇଁ ଜାନିଛୁ
ନାଇଁ ସେ ହେନ୍ତା ।
ନିଜର ଦୋଷକେ
ଲୁକାବାରକାଜେ ବେଗୁନାକେ
ଖପଡଉଛୁ ଲେଦା
ଭାବି ପାରୁଛୁ ନେଇଁ
ହେଟା କିନ୍ଦରି କିନ୍ଦରି
ଫିରବା ତୋରନିକେ ।
This poem has not been translated into any other language yet.
I would like to translate this poem
ଦେଖୁଁ ତ. କେନ୍ତା ଦୁନିଆ ହେଇଛେ ଯେ.। ଲୋକ ଚୁରେଇ କିରି ଫିର ଘେଇଁ ଡାକୁଛନ ଯେ.। ନିଜର ଦୋଷାକେ ଲୁକେଇ କିରି ରଡି ଛାଡୁଛନ.। ହେଟା କିନ୍ଦରି କିନ୍ଦରି ଫିରବା ସେଟା ସେମନେ ଜାନି ନାଇଁ ପାରବାର ।