କାଣା ଆଏ Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

କାଣା ଆଏ

Rating: 5.0

ଜୀବନଟା କାଣା ଆଏ?

ଜାଣା ଭି ହଉ,
ଆମେ ବଁଚିଛୁ,
ହେଟା ସବୁ ।

ବଁଚିଛୁ ବଲିକରି
ଏତକି ହସଖିଆଲ,
ଏତକି ଦେ ଦେବତା,
ଏତକି ପୁଜାଝଜା ।

ମାନୁଛୁ ବଲିକରି ଦେବତା,
ନାଇଁ ମାନଲେ, କେଁଟା?
ହେଟା ଗଲା ନ ହେଆଡକେ,
ଲଁଡା ମୁଡେଁ ଦେବତା ।

କହେଲା ଯା ରେ ଯା ବରମଶିଆ,
ହେଟି ଉଠିକରି ଦେଖ୍ କୁହିଁ ଜେଇଛେ ନଡିଆ ।

Monday, November 14, 2016
Topic(s) of this poem: life
COMMENTS OF THE POEM
Kumarmani Mahakul 14 November 2016

କେନ୍ତା ଗାନା ଗୁଟେ ଲେଖିଦେଲେ ଯେ କୁପିଁ ଭିତ୍ରେ ସଲ୍ତା ବଇଠା ଧପଧପଉଛେ l କେନ୍ତା ଗାନା ଗୁଟେ ଲେଖିଦେଲେ ଯେ କୁପିଁ ଭିତ୍ରେ ସଲ୍ତା ବଇଠା ଧପଧପଉଛେ l

0 0 Reply
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success