କାଣା କହେମି ଗୁରୁଦୁ?
ଗୁରଦୁ ମିଠା କରିଦେଲେ
କିର୍ହା ଲାଗିଜାଏସି ବଲସନ୍
ଇନର ଇ ଲୁକେ ।
ମୁଇଁ ତ ଭିତରକେ ଗୁରଦୁ
ପଶି ନେଇଁ ପାରବାର,
ପଶିକରି ହେଲେ କରମି କାଣା?
ପଶିକରି କାଏଁ
ଦେଖିପାରମି ତୁମର
ମୁଡୁ ଗୋଡତକ୍ ।
ନେଇଁ କହେଲେ ଭି
ତୁମେ କେଁ ନେଇଁ ଜାନବାର
ମୋର ଭିତରର ଭଲମଁଦ,
ମତେ ଚୁପ୍ରେ ଏନ୍ତା ରଖି ଥ ।
This poem has not been translated into any other language yet.
I would like to translate this poem
Please if you would be so kind to let us know what language is this that some here use to speak back and forth with your Brothers and your sisters.. iip I most humbly thank you.