ମୁହାଁମୁହିଁ Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ମୁହାଁମୁହିଁ

Rating: 5.0

କାଣା ବୁଝଲା
କାଣା ନେଇଁ କାଣା ବୁଝଲା,
ହେଟା ନ, ଉଠ୍ଲା ଆରୁ
କାହାକେ କାଣା କହେତା,
ମେଲି ଦେଲା କେନକେନଆଡେ ।
ମୁଲଚାଲ ଆରୁ କେନ କରସି,
ପତରଗଜା ରସ ସୁଡକି
ଦମ ମାରି ଉଠ୍ଲା ଆରୁ ପଚରାଲା
ଇଟା କେଁ ପାଏନ ବୁଆ ।
ପାଏନ ନେଇଁସେରେ,
ଇଟା ପୁଆଲ ସିଝା ଗଁଧ
ଢକଢ଼କେଇ ଆନୁଛେ।
ଜୀବନ ନେଇଁ ନ ରେ
ମୁର୍ଦାର ମୁର୍ଦାର ଲାଗୁଛେ ।
ଖେଲର କେଁ ହାତଗୋଡ,
ଇ ଟା ଏନ୍ତା ହେଇକରି ସୁସୁଛେ ରକତ୍ ।

ନେଇଁ ପଚର ନ
କୁଭାଁର ଘରର୍ ଚକ୍ରି ଗଲା କାହିଁ ।
ନେଇଁ ପଚର ନ
ଜୁହ୍ନା କି ପୁର୍ନା,
ଲିହିବିହି ହେଲା ନ
ଆରୁ ଦେଲା ନ କହି
ଇ ବାହି ଥି ସରଲା ନ କବାର ।
ଜେନ ରାତିର କଥା କହୁଛ ବନମାଲି
ଆଏଁଖ ଖୁଲି କରି ଦେଖଲାବେଲକେ
ସବୁ ଖାଲି ।
ସଟାବଟା କବାର ବନେ ନି ସେ,
କହିଦେଲା ମୁହାଁମୁହିଁ ଆରୁ
ଉଲଟିଲା ନେଇଁ ପଛକେ ଘଡେ ଛନେକ ।

COMMENTS OF THE POEM
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success