ଦୀପାବଳି ଅଭିନନ୍ଦନ Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ଦୀପାବଳି ଅଭିନନ୍ଦନ

Rating: 5.0

ଦୀପାବଳି ଅଭିନନ୍ଦନ
ଶୁଭରେ ଯାଉ
ଏଣୁଏଣିକି ସବୁଦିନ ।
ରଙ୍ଗୀନ ଆଲୁଅ
ବିଛେଇ ପଡୁ ସବୁଆଡେ
ଆଉ ସାର୍ଥକ ହେଉ
ତୁମର ଜୀବନ ।
ଜୀବନ, ନୁହେଁରେ ବନ୍ଧନ
ମନେ ରଖିଥାଅ ସଦା
କବିର ଏ ବଚନ ।
ଯେତେବେଳ ଯାଏ ଅଛ
ଆନନ୍ଦ କରିଥାଅ ମନ ।
ସତ୍ୟ ଆଉ ପ୍ରେମରେ
ରଖିଥାଅ ମାନ ସ୍ଵାଭିମାନ ।

Saturday, October 29, 2016
Topic(s) of this poem: diwali
COMMENTS OF THE POEM
Kumarmani Mahakul 29 October 2016

ସତ୍ୟ ଆଉ ପ୍ରେମର ଏହି ଆଲୋକ ପର୍ବ ଅବସରରେ ଆପଣଙ୍କୁ ଆମ୍ଭ ତରଫରୁ ଅଭିନନ୍ଦନ ଜଣାଉଛୁ । ଏହି ଦୀପାବଳି ଆପଣଙ୍କ ପାଇଁ ସୁଖମୟ ହେଉ । ଜୀବନରେ ଅନାବିଳ ସ୍ନେହ ପୂରି ଉଠୁ ।

0 0 Reply
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success