ମୁଁ ଧନ୍ୟ ଓ କୃତଗ୍ୟଁ,
ପାଣି, ପବନ, ଆଲୁଅ ସବୁ
ଦେଇଛ ଏଠି ।
ପୁଣି ଦେଇଛ ଖାଦ୍ୟ, ବସ୍ତ୍ର
ଆଉ ଗ୍ୟାନ ବଢେଇବାକୁୁ
ଅଛନ୍ତି ପାଖରେ ନଈ,
ସମୁଦ୍ର, ପାହାଡ, ପଡିଆ,
ପକ୍ଷୀ, ବୃକ୍ଷଲତାଦି,
ଆଉ ପାଖରେ ସବୁ ପଶୁ
ଜଳଚର, ସ୍ଥଳଚର, କୀଟପତଙ୍ଗାଦି ।
ସମସ୍ତେ କିଛି ନା କିଛି
ଶିଖାଇ ଚାଲିଛନ୍ତି ପ୍ରତିମୁହୂର୍ତ୍ତ ।
ମୁଁ ମୋର ଶାନ୍ତ, ଆଉ ତୁମେ
ମତେ ଇ କରୁଛ ଉଦ୍ବେଳିତ ।