ଆମର ଘର ଏଇଟା Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ଆମର ଘର ଏଇଟା

Rating: 5.0

ଆମର ଘର ଏଇଟା,
ଯଦି ଆସିବାକୁ ତୁମର ଇଚ୍ଛା,
ଜରୁର ଆସ ।

ଆସିଲେ ନିଶ୍ଚୟ ଭେଟିବ
କିଛି କ୍ଷଣ ମୋ ପ୍ରିୟତମା ପତ୍ନୀକି ।

ଯିଏ ମତେ କହୁଥାଏ ନିଶ୍ଚୟ
ଆଉ ଗୋଟିଏ ରଖିଛ କୋଉଠି ।

ଆରେ ବାବା, ଗୋଟିଏରେ ତ
ମୁଁ ଅସମ୍ଭାଳ, ଆଉ ଗୋଟିଏ
କଣ କୋଉଠି କେମିତି ରଖିବି ।

ଗୋଟିଏ ତ ସୂର୍ଯ୍ୟ, ଗୋଟିଏ ତ ଚନ୍ଦ୍ର,
ଗୋଟିଏ ପୃଥିବୀ, ଗୋଟିଏ ପବନ
ଆଉ ଗୋଟିଏ ଜୀବନ,
ଆଉ ଗୋଟିଏ ତପସ୍ଵିନୀରେ ମୋ ମନ ।

Wednesday, November 9, 2016
Topic(s) of this poem: home
COMMENTS OF THE POEM
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success