ତୁଇ କାଣା କରୁଛୁ
ମୁଇଁ ନାଇଁ ପାରବାର ଜାନି,
ମୁଇଁ କାଣା କରୁଛେଁ
ତୁଇ କାଣା ଜାନୁଛୁ
ହେଟା ନାଇଁ ପାରବାର
ମୁଇଁ କହି ।
ହେଲେ କପାଲେ ଲେଖା
ଆମେ ରହେମା ଇନ
ଏନ୍ତିହି ।
ଇ ପାଏନ ପବନ
ଧୁକାଗରେଲ ସବୁ ସବୁ
ଏନ୍ତା ଇନ ଥିବା,
ମୁଇଁ ନାଇଁ ଥାଏଁ,
ଥିବୁ ତୁଇ କି
ନାଇଁ ଥାଉ ହେଟା ଭି
ମୁଇଁ ନାଇଁ ପାରବାର କହି ।
ହେଲେ ଭି ମୁଇଁ କହିପାରୁଛେଁ,
ଜେତେଦିନତକ ଅଛେଁ,
ଅଛେଁ ତୋରଲାଗି,
ସବୁ ଭଲ ଲାଗି ।
This poem has not been translated into any other language yet.
I would like to translate this poem