ଶତ୍ରୁଘାତ
ସହିବାକୁ ସମର୍ଥ ।
ମୁଁ ଗତି ।
ମୁଁ ଔଷଧ,
କିଛି ବିଗାଡି ପାରିବ ନି
କୌଣସି ରୋଗ ।
ମୁଁ ସର୍ବତ୍ୟାଗୀ,
ସଂସାରଠୁ ଦୂରରେ ।
ଜାଣିବାକୁ ଚାହେଁ ନା
କଣ ସୁଖ ।
ମୁଁ କବି
ବ୍ୟାପାରଶୂନ୍ୟ ।
ରମଣୀୟ ଶବ୍ଦରେ
ଅମୃତମୟ କରେଁ ଜୀବନ ।
This poem has not been translated into any other language yet.
I would like to translate this poem