1.
ଶବ୍ଦରେ
କର ପବିତ୍ର,
ସଚରାଚର ।
ପାପନାଶକାରୀ,
ସଂସାର ସାଗରରୁ କର ପାରି ।
କର ମତେ ସମର୍ଥ
ଦେଖିବାକୁ ସବୁ ସୌନ୍ଦର୍ଯ୍ୟ ।
ଜୀବନର କାରଣ,
ସମଗ୍ର ଜଗତକୁ କର ପୂର୍ଣ ।
2.
ଲମ୍ଵା ଚାଷ
ଘରେ ଉପବାସ ।
ନିଆଁ ନିଆଁ
ସାରା ଦୁନିଆଁ ।
କହିଲା,
ବଡ ଲୋକ ଘର ମେଲା ।
ଶୁଣିଲା,
କଥା କିଛି ନ ଥିଲା ।
ହେଉ ହେଲା,
ଶୂନ୍ୟ ଆକାଶ ଫାଟିଲା ।
ସରିଲା ନାହିଁ କିଛି,
ସମସ୍ତେ ସବୁ ନେଲେ ବାଛି ।
ହାଇଁ ହାଇଁ ହେଲେ,
ତୁଚ୍ଛାକୁ ନରମିଲେ ।
This poem has not been translated into any other language yet.
I would like to translate this poem
Through their words poets are giving nectar to all