କିଏ ଅଛି
କାହାରି କିଛି
ହିସାବ ନାହିଁ ।
ଆଉ ଯାହାର
ଅଛି ହିସାବ
ଅଗମୂଳ ନାହିଁ ।
କିଏ ଅଛି
ଆଉ ଯିଏ ଅଛି
କହୁଛି ନାହିଁ ।
ଅଛି ନାହିଁ,
ନାହିଁ ଅଛି,
ଏତିକିରେ
ସଂଜ ସକାଳ
ଅଣ୍ଟୁ ନାହିଁ ।
This poem has not been translated into any other language yet.
I would like to translate this poem
ସଞ୍ଜ ଆସେ ଓ ଯାଏ. । ଏଠି କାହାର ହିସାବ ରଖି ହୁଏନା. । ଆଅମକୁ ସଞ୍ଜ ଓ ସକାଳ ଅନ୍ତୁ ନାହିଁ. ଏହା ଆଶ୍ଚର୍ଯ୍ୟ ଅଟେ. । କବିତା ଟି ଭଲ ହୋଇଛି.। 10