ଉର୍ଦ୍ଧ୍ଵଗାମୀ Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ଉର୍ଦ୍ଧ୍ଵଗାମୀ

Rating: 5.0

ତତ୍ତ୍ଵ ଜାଣ,
ଜାଣିବା ଜରୁରୀ ଯୋଉଟା ।

ସାନ୍ନିଧ୍ୟ ଲାଭ କର
ସମୟର ।

ସତ୍ୟାନୁସନ୍ଧାନରେ ଯାଇ
ଲାଗିପଡ ସତ୍ୟକର୍ମରେ ।

ସୁଖଦୁଃଖାଦି ଶୂନ୍ୟ
ରୁହ ସଦା, ମଣିଷ ।

କର୍ତ୍ତାଅକର୍ତ୍ତା ସବୁ ତୁମେ,
ତୁମେ ଉଭୟ ପ୍ରକୃତି ପୁରୁଷ ।

କର୍ମ ତୁମର, କର୍ମଫଳ ବି ତୁମର ।

ସ୍ପଷ୍ଟ ଆଉ ସିଦ୍ଧ ରୁହ, ମଣିଷ,
ଜୀବନ ରଖ ବିଧିବଦ୍ଧ ।

ଗତିରଖ ଉର୍ଦ୍ଧ୍ଵଗାମୀ ।

Wednesday, January 11, 2017
Topic(s) of this poem: men
POET'S NOTES ABOUT THE POEM
The poem is written in odia language, Odia is the official language of Odisha, India. The script is Brahmi. The meaning in a nutshell - the life is meant for upward rising or lifting
COMMENTS OF THE POEM
Kumarmani Mahakul 11 January 2017

ତତ୍ତ୍ୱ ଜାଣି, ଜୀବନରେ ସାନ୍ନିଧ୍ୟ ଲାଭ କରି ଉର୍ଧ୍ଵଗାମୀ ହେବ ସବୁଠାରୁ ବାଂଛାନୀୟ. ।. ଏହା ଆଶ୍ଚର୍ଯ୍ୟ ଅଟେ. । ତେଣୁ ଏହି କବିତା ଟି ନିଶ୍ଚିତ ଭଲ ହୋଇଛି. । 10

0 0 Reply
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success