ଷଣ୍ଢ ଲଢ଼େଇ,
ସମର୍ଥନରେ ନାହିଁ ମୁଁ
କି ନାହିଁ କହିବାକୁ କିଛି ।
ପ୍ରକୃତି ବିରୁଦ୍ଧରେ
ଯିବାଟା କିନ୍ତୁ ମାରାତ୍ମକ
କହିବି ନିଶ୍ଚେ ।
କେତେ କଣ ହେଲା କ୍ଷତି
ଧର୍ମ ଆଉ
ସଂସ୍କୃତି ନାମରେ
ପାରୁଛ କି ନାଇଁ
ଆକଳନ କରି, ଜାଣେ ନା ।
କିନ୍ତୁ ଜାଣେ ଜୀବେଦୟା
ନ କଲା ଯାଏ ଆମେ ନିଜକୁ
ମଣିଷ ବୋଲି ପାରିବା ନି କହି ।
This poem has not been translated into any other language yet.
I would like to translate this poem