ସୁନ୍ଦର
ସୁନ୍ଦର ପିଲାଦିନ।
ସୁନ୍ଦର
ସୁନ୍ଦର ପାଣି ପବନ।
ସୁନ୍ଦର ବନ
ସୁନ୍ଦର ଜୀବନ।
ସରେ ନା,
ସୁନ୍ଦର ସୁନ୍ଦର ଥାଏ
ସବୁଦିନ।
ସୁନ୍ଦର ଅବଶୋଷ
ସୁନ୍ଦର ଜ୍ଞାନ।
ସୁନ୍ଦର ଜୀବନ।
ସବୁ ସୁନ୍ଦର ଭିତରେ
ଡହକବିକଳ ତଥାପି ମନ।
This poem has not been translated into any other language yet.
I would like to translate this poem
A beautiful poem on childhood memory! Thanks for sharing......................................10