ଆମର ଆମେ ଯଦି ହୋଇ ପାରୁ ନୁ
ଆଉ କାହାର ହେବା କେମିତି କେବେ?
ଆମେ ଆମର ମା ଆଉ ଭାଷାକୁ ଯଦି
ରଖି ପାରୁ ନୁ ଠିକ୍ ଆଉ କିଏ ରଖିବ କାହିଁକି?
ଆମର ମାଟିରେ ଆମେ ଯଦି ନୁହଁ ମୁକ୍ତ
ଆଉ କୋଉଠିକୁ ଯାଇ ଆଉ କରିବୁ କଣ?
ଆମର ଆମେ ଏକ ନ ହୋଇ ପାରିଛୁଁ ବୋଲି
ରକ୍ତ ଅସ୍ଥି ମଜ୍ଜାକୁ ଝୁଣି ଖାଉଛନ୍ତି ଆମ ଶତ୍ରୁଗଣ ।
This poem has not been translated into any other language yet.
I would like to translate this poem
For loive and for the truth, let us stay together