ନେଇଁ ଜେଇ ପାରବାର ଇନୁ,
ଜିମି ହେଲେ କେନକେ,
ଜିମି କେନ୍ତାକରି ।
ଗଲାବେଲକେ କାଣା ନେମି,
କାଣା କିଏ ନେଇଛେ ଭାଏଲ କେଭେ!
ଇନ ହେଲେ ପାରୁଛେଁ ଭାଏଲ ରହି,
କରୁଛେଁ ଭାଏଲ କାହାର କାଣା
ଖାଲି ହଉଛେଁ ସଭକର ଦୁଖର କାରନ ଯାହା ।
ଆରୁ ହଉ ଆରୁ ହଉ ଖୁସା ତଲେ ଚାଉଁରି ହଉ,
ଯାହା ଜେନଟା ବଢତେଲ ବଢୁ,
ଢ଼ୋ କରି ଫଟକା ଫାଟୁ ।
ଫାଟଲେ ହେଲେ କେନ ଜାଏସି କେନଆଡେ,
ବଁସ ବୁଡଉ, ଜାନୁଛେ ସବୁ
ହେଲେ ଦେଇଛେ ଲଗେଇ ନାଟ୍ ଦେଖ୍ ନୁ ।
This poem has not been translated into any other language yet.
I would like to translate this poem