ଦୁଖଃ ଓ ଦୁଃଖୀ Poem by Debabrata Subudhi

ଦୁଖଃ ଓ ଦୁଃଖୀ

ଦୁଖଃ ଓ ଦୁଃଖୀ

ଅନ୍ତର ଅଛି କେବଳ ଗୋଟେ ମାତ୍ରା ର ।
କିନ୍ତୁ ଅନ୍ତର ର ଆନ୍ତରିକତା ଏକ ଅଭିନ୍ନ ଢଙ୍ଗର ।।

ଦୁଃଖୀ ଚାହେ ହେବା ପାଇଁ ଦୁଖଃ ଠୁ ଦୂର।
ଦୁଖଃ ଖୋଜେ ସାଥୀ ଦୁଃଖୀ କୁ କରିବା ପାଇଁ ଆପଣାର।।

COMMENTS OF THE POEM
READ THIS POEM IN OTHER LANGUAGES
Debabrata Subudhi

Debabrata Subudhi

Titilagarh
Close
Error Success