କୋଉ ଆକାଶଟା ଛିଡି ପଡିଲା Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

କୋଉ ଆକାଶଟା ଛିଡି ପଡିଲା

Rating: 5.0

କୋଉ ଆକାଶଟା ଛିଡି ପଡିଲା,
କଣଟେ ବା ଏମିତି କହୁକହୁ କହିଦେଲି
କି ଲେଖୁ ଲେଖୁ ଲେଖି ଦେଲି କି!

ଘଟୁଛି ଘଟିଚାଲିଛି ଯାହାସବୁ
ମୁଁ ନ କହିଥିଲେ କି ମୁଁ ନ ଲେଖିଥିଲେ
ଆଉ କିଏ କୋଉଠି କହିଥାନ୍ତା କି ଲେଖିଥାନ୍ତା ନିଶ୍ଚୟ।

କହିବା ଆଉ ଲେଖିବା ସ୍ୱୟଂକ୍ରିୟ
ଜାଣିବା କଥା ଖୋଲାଖୋଲି ଏଠି।
ଆହୁରି ଆହୁରି ଅନ୍ଧାରକୁ ଯାଇ
ଖୋଜିବା କଥା ଆଲୁଅ।
ଖରା ହେଉ କି ବର୍ଷା,
ଶୀତ କି ବସନ୍ତ
ସବୁକୁ ସମାନ ରଖି
ମାଟିକୁ ପହଁଚାଇଦେବା କଥା
ଆକାଶ ପାଖରେ କଥାରେ କବିତାରେ।

COMMENTS OF THE POEM
Dr Dillip K Swain 05 December 2018

କହିବା ଆଉ ଲେଖିବା ସ୍ୱୟଂକ୍ରିୟ ଜାଣିବା କଥା ଖୋଲାଖୋଲି ଏଠି। ଆହୁରି ଆହୁରି ଅନ୍ଧାରକୁ ଯାଇ ଖୋଜିବା କଥା ଆଲୁଅ। I find the expression so candid! A beautiful poem dear elder brother...10

0 0 Reply
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success