ଯେତେ କହିଲେ ବି
ଆମ୍ୱକୁ ଲିମ୍ୱ
ସଭିଏଁ ଜାଣନ୍ତି ସତ।
ସତକୁ ଧରି
ଆଗେଇ ଯାଉ ଯାଉ
ସଭିଏଁ ଉସତ।
ଆଉ ଉସତରେ
ଆସେ ଲମ୍ୱି
ନ ଦିଶୁଥିବା ହାତ।
ହାତ ଉପରେ ହାତ
ଦିଶୁ ନ ଥିବା ହାତ
ଜଗନ୍ନାଥ।
ଆଉ ଜଗନ୍ନାଥ କହିଲେ
ପେଟକୁ ମୁଠାଏ ଭାତ।
A wonderful poem dear elder brother! Thanks for sharing....10
This poem has not been translated into any other language yet.
I would like to translate this poem
Truth is truth and false is false