ନେଇଁ ବୁଝଲେ ମଲ,
ବୁଝଲ ବଏଲେ ବଁଚଲ।
ବୁଝବାରଥି ରହେଲା
କଲକଲ କଲବଲ।
କେନ ବୁଝାବାରେ
ନେଇଁ ବୁଝବାର ଲୁକକେ!
ଆରୁ ଜେନ ବୁଝିଛେ
ହେଟା ହେ ବୁଝିଛେ।
କିଏ କାଣାବୁଝଲା
ଆରୁ କାଣାନେଇଁ ବୁଝଲା
ହେନ ଘାଁଟି ନେଇଁ ହ।
ତମରବାଟେ ତମେ
ବଢତେଲ ବଢ
ଜେନ୍ତା ଉଜାଲା ହେବା
ତମର ନିଜର ଘର।
This poem has not been translated into any other language yet.
I would like to translate this poem
Understanding is good. This poem is very emotional and amazingly penned...