କିଛି ନ ହେଲା ଯଦି
ଆକାଶ ଦେଖ ଆଉ
ରହିଥାଅ ନୀରବ,
କର ପ୍ରେମ ବାଲିକୁ,
ଭୋକ କଲେ ମୁଠା ମୁଠା
ସାଉଁଟ ମାଟି,
କୁହ ତୁମେ ଇ
ସବୁରି ମୂଳ ଚେର,
ତୁମ ଛଡା ନାହିଁ କିଛି ।
This poem has not been translated into any other language yet.
I would like to translate this poem
Silently watching sky still we learn many aspects of life. Amazing poem is shared.10