ଥାଅ, ଥାଅ
ଛାଡିକରି ନ ଯାଅ।
ଭାବ କି ଅଭାବ
ନାହିଁ ଜଣା।
ସୁଖ ଦୁଖ ଭୋଗରୁ
ମୁଁ ଦୂରରେ
ଆଉ ବଣା।
ଧର୍ମ କର୍ମ ପାପ ପୁଣ୍ୟ
ସବୁ ଶୂନ୍ଯ ।
ତୁମେ ଅଛ ତ ଅଛି ଶବ୍ଦ
ଶବ୍ଦ ଅଛି ତ ଅଛି ମୁଁ
ଆମେ ଦିହେଁ ଏକ ଏଣୁ।
This poem has not been translated into any other language yet.
I would like to translate this poem
Wait and stay with us. Do not go leaving us. God will definitely stay with us. Nice poem!