ଆଜି ସତେଇଶ ତାରିଖ, Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ଆଜି ସତେଇଶ ତାରିଖ,

Rating: 5.0

ମାସ - ଇଂରାଜି କେଲେଣ୍ଡର ଅନୁସାରେ ମାର୍ଚ୍ଚ
ଆଉ ଆଜି ସତେଇଶ ତାରିଖ
ସାଲ- ଦୁଇ ହଜାର କୋଡିଏ
ଅର୍ଥାତ୍ 2020/ 27/ 03

ଆଜିର ଖବର;
ସମଗ୍ର ବିଶ୍ୱବାସୀ ସନ୍ତ୍ରସ୍ତ,
କରୋନା ଭୁତାଣୁ ଯୋଗୁଁ ।

କଳିତକରାଳ ପୂରା ବନ୍ଦ
ରାଜାମହାରାଜା ମନ୍ତ୍ରୀପାରିଷଦ
ସବୁ ଏକାକାର।
ମୃତ୍ୟଭୟ ସମସ୍ତଙ୍କୁ କରିଛି
ଅସହାୟ ନିଃସହାୟ
ଆଉ ସମସ୍ତେ ସମପରିମାଣରେ
କ୍ଷତିଗ୍ରସ୍ତ, ମନରେ ହୃଦୟରେ
ସମସ୍ତଙ୍କର ଭରପୁର କ୍ଷତ।

କାମ କ୍ରୋଧ ହିଂସା
ଆଉ ପଡୁ ନି ଜଣା।
ଦୟା ଆହା ବିଚରା
ପୃଥିବୀସାରା।
ଭୌଗୋଳିକ ସୀମାର
ଆଉ କୌଣସି ନାଇଁ ଅର୍ଥ।
ଐତିହିସିକ ପଟ୍ଟଭୂମି
ସବୁ ହାସ୍ୟାସ୍ପଦ ।

ଆଜି ବିଶ୍ୱସାରା ଖାଲି କରୁଣ ଚିତ୍କାର
ସମସ୍ତଙ୍କ ମାଲିକ ଏକ।
ହେ ସମୟ, ରକ୍ଷାକର୍ତ୍ତା ତୁମେ ଇ
ରକ୍ଷାକର ରକ୍ଷାକର।
ଅଦୃଶ୍ୟ ମୃତ୍ଯୁ ସୌଦାଗରକୁ
ସମୂଳେ ନିପାତ କର
ମାନବିକତାର ସମ୍ମାନ ରଖ।

COMMENTS OF THE POEM
Kumarmani Mahakul 27 March 2020

Korana bhutanu o manabikata samandhare sundara o chitakarsaka kabita tie sruji chhanti. Beautiful poem on Corona virus and humanity. Thanks for sharing.

0 0 Reply
Gajanan Mishra 27 March 2020

Songs of humanity, time - eternity

0 0 Reply
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success