ଜ୍ଞାନୀ ଲୋକ ତ ସରଲ ସୁନ୍ଦର
ନାଇଁ ପଡେ କାର ପଛେ,
ଦେଖି ଚାହିଁ କରି କରସି କାମ
ନାଇଁ ଘାଁଟି ହଏ ମିଛେ l
ଜ୍ଞାନୀ ଲୁକର ମାନ ସନମାନ
ସବୁ ବେଲେ ଥାଏ ବଜର,
ଜ୍ଞାନୀ ଯଦି ଦେଖେଇ ହେଲା
ହୀନ ହେଲା ତାର ନଜର l
ଜ୍ଞାନ କଥାଥି ଛୋଟ ବଡ ନୁହେ
କି କିହେ ନୁହେଁସେ ହୀନ,
ସତ୍ ଆଏ ଜଦି ଜ୍ଞାନଟା ତାର୍
କେଭେ ନାଇଁ ଭାବେ ଭିନ୍ l
ଯେ ନିଜକୁ ଭବସି ବଢେ ଜ୍ଞାନୀ
ତାର୍ଠାନୁ କାଏଁ ମୁରୁଖ ପାଏବ,
ତାର୍ଠାନେ ତୁମେ ଯୁକ୍ତି କର୍ଲେ ଗା
ପବନ ଖର୍ଚା କରିସେ ମରବ l
ଜ୍ଞାନୀ ଲୋକ ପରେ ପୁଜା ପାଏ
ସାରା ପୁରଥି ଗୁଲା,
ବେଦ ଶାସ୍ତ୍ରେ ଅଛେ ଲେଖା ବାବୁ
ମନ ଯହ ନାଇଁ ଉପ୍ଲା l
ଜ୍ଞାନୀ ଲୋକଟା ନାଇଁ ବହକେ
ତାର ହୁରୁଦ ପୁରା ପଏର୍ଛା
ନିଜର ମାନ ସନମାନ ଲାଗି
କେଭେ ନାଇଁ କରେ ଚର୍ଚା.....
କେଭେ ନାଇଁ କରେ ଚର୍ଚା.....
by-sujit
This poem has not been translated into any other language yet.
I would like to translate this poem