ମଦୁଆ ଦେଉଛି ଶିକ୍ଷା
କେମିତି କଣ କରିବ ମଦରେ।
ମଦରେ ବୁଡିଛି ମୂଷା
ଦେଖିବ ଆମ ଏ ରାଜ୍ୟରେ ।
ମଦକୁ କହୁଛି ମଦୁଆ
ଦେଖିବୁ ଆ ହେଉଛି କଣ ମହିଳା ମାତିଲେ।
ଅର୍ଥ ଅଉ ମଦ, ଅସହ୍ୟ ଅସଂଖ୍ୟ
ଔଦ୍ଧତ୍ୟର ଦୁଷ୍କର୍ମ ଏଠାରେ।
This poem has not been translated into any other language yet.
I would like to translate this poem
ଅର୍ଥ ଅଉ ମଦ, ଅସହ୍ୟ ଅସଂଖ୍ୟ ଔଦ୍ଧତ୍ୟର ଦୁଷ୍କର୍ମ ଏଠାରେ। A beautiful poem....10