କେନ ଅଛେ
ଲୁକବାର ଜାଗା?
ଇ ଆଏଖ କାନ
ନାକ ଟୁଁଡ ଠାନୁ
କେନକ କିଏ ଜିବା
କେନ୍ତାକରି।
ଆଁଗୁଟ ଲମହେଇକରି
କେତେଆଡକେ ଦେଖଉଛେ
ଦଁ ଦଁ ଜଲୁଥିବା ଜୁଏ।
ଢାପି ରଖିଛେ
ଉପରଆଡୁ ହେ ଆକାଶ
ତମକେ ଆରୁ ମକେ।
ଛିବାରକେ ପାହା ଉଠଉଛେଁ
ଦୁଆରବଁଦ ଡେଗମି ଡେଗମି ହଉଛେଁ
କାଣା କରୁଛ ତମେ ନେଇଁ ଜାନେ।
ତଲ ଉପର ହଉଛେଁ
ଉଟୁସପୁଟୁସ ଲାଗୁଛେ
କହି ନେଇଁ ପାରବାର କିଛୁ କାହାକେ।
ଇଟା ହେନ୍ତା ହେବା
କହୁଛ ତମେ ସୁନୁଛେଁ,
ଡରଛେଁ, ନେଇଁସେ ହେନ୍ତା।
ରାଁଧୁଛେଁ ଖଉଛେଁ
ବାହାରୁ ଭିତରକେ ପଶିଛେଁ
ଭିତରୁ ବାହାରମି
ବେଲାଘଡି ଟାକିଛେଁ।
ତପୋବନ, ଟିଟିଲାଗଡ, ବଲାଙ୍ଗିର,
ଓଡିଶା, ଭାରତ
This poem has not been translated into any other language yet.
I would like to translate this poem