ଯିଏ ଯୁଆଡୁ ପାରିଲା ଆସିଲା,
ଯିଏ ଯୁଆଡେ ପାରିଲା ଗଲା।
ଆସିଲା ଆଉ ଗଲା
ଆଉ ପତାକା ଉଡିଲା।
ପତାକା ଉଡିଲା
ଆଉ ଯିଏ ଯାହା ପାରିଲା ନେଲା।
କଣ ଥିଲା କୁଆଡେ
ନେବା ଆଣିବା ନୋହିଲା।
This poem has not been translated into any other language yet.
I would like to translate this poem
This is a beautiful and meaningful poem in oriya language. Thank you sir.