370
ଗଜାନନ ମିଶ୍ର
ଆରେ ହେ, ଏଇଟା ଗୋଟେ
ମୁନଗାକାଠର ବାଘ ଥିଲା ବେ!
ଛୁଇଁ ଦେଲାମାତ୍ରେ ମୁଣ୍ଡ ଗଣ୍ଡି ଗୋଡ
ତିନି ଭାଗ ହୋଇଗଲା।
ଆଉ ୟାକୁ ଦେଖି ଏତେ ବର୍ଷ
ବୃଥାରେ ଥିଲେ ଆମେ ଭୟରେ।
ଶଳା, ୟାକୁ ଦେଖେଇ ଦେଖେଇ
ତିନି ପରିବାରର ଚାଲିଥିଲା ରାଜୁତି।
ସାଧାରଣ ଜନତାର ଚାଲିଥିଲା ଶୋଷଣ,
ସାଧାରଣଜନତା ଥିଲେ ଅଜ୍ଞାନ।
ଶୁଦ୍ଧ ସ୍ପର୍ଶମାତ୍ରେ ଦେଖ ହୋ ଫୁଟିଲା ପଦ୍ମ,
ବାଜି ଉଠିଲା ବିଜୟ ଶଙ୍ଖ ।
ଆରେ ଭାଇ ଭୁଲକୁ ଭୁଲ କହିବା ଶିଖ
ଆଉ ଶିଖ ଭୁଲ ହେଉଛି କେମିତି ସଂଶୋଧନ।
ତପୋବନ, ଟିଟିଲାଗଡ, ବଲାଙ୍ଗିର
5/8/2019
In English;
Oh, it is a tiger of drumsticks wood
No sooner I touched it
It is divided into three pieces.
And we were in fears
With so many years.
All the three families rule us
With this name.
The common men are being exploited, the common men
Are innocent.
Look, on a soft touch
The lotus blooms
The crunch sounds.
Please learn dear brother
How tell mistakes as mistakes.
And learn how the mistakes
Are being corrected.
This poem has not been translated into any other language yet.
I would like to translate this poem