Abhinetaa abatirna huanti bibhinna bhumikare.
Ekasangare abhineta aneka rupa bi
Paranti dharana kari.
Samaste jane aau wka janaka dwara.
Jane saburi bhitare, janaka bhitare samaste.
In Odia lipi or say Brahmi script;
ଅଭିନେତା
ଅଭିନେତା ଅବତୀର୍ଣ ହୁଅନ୍ତି ବିଭିନ୍ନ ଭୂମିକାରେ ।
ଏକା ସାଙ୍ଗରେ ଅଭିନେତା
ଅନେକ ରୂପ ବି ପାରନ୍ତି ଧାରଣ କରି ।
ସମସ୍ତେ ଜଣେ ଆଉ ଏକା ଜଣକ ଦ୍ଵାରା,
ଜଣେ ସବୁରି ଭିତରେ, ଜଣକ ଭିତରେ ସମସ୍ତେ ।