ଉଦ୍ଦେଶ୍ୟ ନୁହେଁ ମନ୍ଦ,
ରାସ୍ତା ଲମ୍ୱା ହେଲେ ବି ସଠିକ୍।
ସଂସ୍କାର ସୁନ୍ଦର ଆଉ
ସେଥିରେ ସମସ୍ତେ ସଂପୃକ୍ତ।
ଦେଖି ହେଉଛି ଯେତେକ
ନୁହେଁ ଯଥେଷ୍ଟ।
ଘରେ ସବୁ।
ଯିବାକୁ ଦିଅ ମତେ,
ଯାଏଁ ସେ ପଡିଆକୁ
ଖେଳାବୁଲା କରିବାକୁ ।
ସେଠି ଖୋଲା ପବନ,
ସେଠି ପ୍ରଚୁର ଆଲୁଅ,
ସେଠି ପଡିଗଲେ,
ପୁଣି ଉଠି ଉପରକୁ ଯିବାକୁ
ଅନେକ ପରିସର ।
This poem has not been translated into any other language yet.
I would like to translate this poem
bahut badhia awu hrudaya sparsi achi