ଏଇଟା ଏପ୍ରିଲ ଶେଷ ସପ୍ତାହର ସୂର୍ଯ୍ୟ,
ମଣିଷଖିଆ ଖାଇଲା ବାଘଠୁ ବି
ଆହୁରି ଭୟଙ୍କର।
ଦେଖୁଛି ସିଧାସଳଖ,
ପଢୁଛି ବି ଇତିହାସ।
ମୂର୍ଖ ମଣିଷ, ଜାଣି ସବୁ
ହେଉଛି ଅଜଣା, ବଡ ଦୁଃଖ।
ରହସ୍ୟ ସବୁ ରହିଛି ପୂରି,
ନୁହଁ କିଛି ସ୍ପଷ୍ଟ।
ଆଶ୍ଚର୍ଯ୍ୟ, ଜଣେ ଅନ୍ୟଜଣକୁ
କରିବାରେ ବ୍ୟସ୍ତ ଉପହାସ।
ପାର୍ଥକ୍ୟ ନାହିଁ କିଛି
କୋଉଟା ଅରଣ୍ୟ
ଆଉ କୋଉଟା ସହର।
This poem has not been translated into any other language yet.
I would like to translate this poem
It is said men, the best creature of the world. Yet the most cruel and men have hard-heart like the summer sun.