Bhaba duithara,
Aaru ita darkar
Jadarbhi banchbar kaje
Neise.
Aame achhe,
Sat laagi neise,
Michh laagi neise,
Aamar darkar bali achhe.
Darkar kana
Nei khula.
Khulba kaanaa
Tumar bali nei se.
Tumar kaanaa,
Duithar bhaba.
- -
In Brahmi script;
ଭାବ ଦୁଇଥର,
ଆରୁ ଇଟା ଦରକାର
ଜଦର ଭି ବଁଚବାରକାଜେ
ନେଇଁ ସେ ।
ଆମେ ଅଛେ
ସତ୍ ଲାଗି ନେଇଁ ସେ,
ମିଛ ଲାଗି ନେଇଁ ସେ,
ଆମର ଦରକାର ବଲି ଅଛେ ।
ଦରକାର କାଣା
ନେଇଁ ଖୁଲ ।
ଖୁଲବ କାଣା
ତୁମର ହେଇଥିବା ବଲି ନେଇଁ ସେ ।
ତୁମର କାଣା
ଦୁଇଥର ଭାବ ।