Aamw bhasha tiaari kari nahun,
Bhasha tiaari karichhi aamaku.
Aau aame jete asubudharansammukhina
Heuchhun bhasha kariba samaadhaana.
Nijara mangala pain chala nijaku
Sanskar o sansodhana karibaa.
Aame maane jantra aau jantra chale
Aagaku bhashare.
Aama parichayaku, aama bhashaku kehi
Dakhal kari dwansha karibara anumati nahin.
Bhashara taranga chhada aama rajya
Aau kichhi nuhen, manerakhiaa
Sarba mangala pain.
Jitkhor aau amanga heb jie bhasha
Byabharaa karibaku, danda paibaaku
Se heba jogya.
In Odia lipi or Brahmi script;
ଆମେ ଭାଷା ତିଆରି କରି ନାହୁଁ
ଭାଷା ତିଆରି କରିଛି ଆମକୁ ।
ଆଉ ଆମେ ଯେତେ ଅସୁବିଧାର
ସମ୍ମୁଖୀନ ହେଉଛୁଁ ଭାଷା କରିବ ସମାଧାନ ।
ନିଜର ମଙ୍ଗଳ ପାଇଁ ଚାଲ ନିଜକୁ
ସଂସ୍କାର ଆଉ ସଂଶୋଧନ କରିବା ।
ଆମେମାନେ ଯନ୍ତ୍ର ଆଉ ଯନ୍ତ୍ର
ଚାଲେ ଭାଷାରେ ।
ଆମ ପରିଚୟକୁ, ଆମ ଭାଷାକୁ ଆକ୍ରମଣ କରି
ଧ୍ଵଂସ କରିବାର ଅନୁମତି ନାହିଁ ।
ଭାଷାର ତରଙ୍ଗ ଛଡା ଆମ ରାଜ୍ୟ
ଆଉ କିଛି ନୁହେଁ, ମନେ ରଖିବା
ସର୍ବ ମଙ୍ଗଳ ପାଇଁ ।
ଜିତ୍ ଖୋର ଆଉ ଅମଙ୍ଗ ହେବ ଯିଏ
ଭାଷା ବ୍ୟବହାର କରିବାକୁ,
ଦଣ୍ଡ ପାଇବାକୁ ସେ ହେବ ଯୋଗ୍ୟ ।
language is the basis of any creation.