Bichheda paaribini sahya kari, sata.
Tume sethi sabubele, aau mu
Tuma sangare khailabele, khelilabele,
Soilabele, basilabele.
Tume nahan durare, tume achha
Mo bhitare, mo hrudayare.
KIntu mu chahen naa tuma daana
Chahen tumar bhagidaritaa
Tumar biswastataa, tumar antarikataa,
Aau aamar ghanistatare mu chahen
Karibvaku anek kichhi tume chahan jaha.
Aamaku kichhi pariba ni alagaa kari
Aakashthu maati alagaa
Hoi pariba kipari?
Kuha nahin bidaya dayakari.
In Odia lipi or Brahmi script;
ବିଚ୍ଛେଦ ପାରିବି ନି ସହ୍ୟ କରି, ସତ।
ତୁମେ ସେଠି ସବୁବେଳେ ଆଉ ମୁଁ
ତୁମ ସାଙ୍ଗରେ ଖାଇଲାବେଳେ,
ଖେଳିଲାବେଳେ, ଶୋଇଲାବେଳେ,
ବସିଲାବେଳେ ।
ତୁମେ ନାହଁ ଦୂରରେ, ତୁମେ ଅଛ
ମୋ ଭିତରେ ମୋ ହୃଦୟରେ ।
କିନ୍ତୁ ମୁଁ ଚାହେଁ ନା ତୁମ ଦାନ,
ଚାହେଁ ତୁମର ଭାଗୀଦାରିତା,
ତୁମର ବିଶ୍ଵସ୍ତତା, ତୁମର ଆନ୍ତରିକତା ।
ଆଉ ଆମର ଘନିଷ୍ଠତାରେ
ମୁଁ ଚାହେଁ କରିବାକୁ ଅନେକ କିଛି
ତୁମେ ଚାହଁ ଯାହା ।
ଆମକୁ କିଛି ପାରିବ ନି ଅଲଗା କରି,
ଆକାଶଠୁ ମାଟି ଅଲଗା ହୋଇ
ପାରିବ କିପରି?
କୁହ ନାହିଁ ବିଦାୟ ଦୟାକରି ।
love and great love, no separation, but unification always everywhere.