ସଫେଇ Clean Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ସଫେଇ Clean

Rating: 5.0

1.

ସଫେଇ ନେଇଁ କାମ ଦିଏ କିଛୁ,
କିଏ କାଣା ସତ କେଣ୍ଟା ଜାନଲା ଉତାରୁ।

କେନ ଜାନିଛେ କେନ୍ଟା କାଣା,
ଫେର ଭି ଘୂରୁଛେ ଜଙ୍ଗଲ ଭିତରେ ବଣା।

ଯେତକି କହ, ପରକୁତି ଯିବା କାହିଁ?
ହେନରଟା ହେନ ହନ୍ଦଲେଇ ହଉଥିବା
ଖୁଜି ଆନଲାବେଲକେ କିଛୁ ନେଇଁ।

କାଁ ହଉଛେ ଗା, ହର୍ମିଶା
ହେନ ଅଛେ, ହେ ବାଟେ ବାଟେ
ଯିମି ଆଏମି ବଏଲେ ଭି
ସୋରସୁତରେ ରହୁଛେ ନେଇଁ।

କଥା ଖାଲି ବଡ ବଡ
ଚାଲି ଲଡଖଡ।

ଦେଖଲା ଜାନଲା ଲୋକ କହେବା
ମିଛଟା ଅଁଧାର, ସତଟା ଶୁକଲ।

2.

ପଦେପଦେରେ ଦାଁତ ଦୁଇଧାଡି ଦେଖେଇକରି
ହି ହି ହସୁଥିସି ଜେନ ମାଏଝି
କାଣା କହେବ ହେତାକେ?
ଦେବାରଟା ନେଇଁ ଦିଏ ପେରେମ
ଆରୁ ପିରତି, ଆରୁ କଲେବଲେ
ଘିଚି ନଉଥିବା ପୁଟାଅଁତି,
କେନ୍ତାକରି ଯିବ ହେ ଲକେ,
ଅଛେ ଯାହିଁ ହେ ମାଏଝି।

ଲେଖୁଛେଁ ଯେ ଫେର ବଲବ, ହେ
ମାଏଝି ମାନକୁ ନେଇକରି
କାଁଜେ ଲେଖୁଛୁରେ!
ମାଏଝିର କାଜେ ମହାଭାରତ
ରାମାୟଣ ସବୁ, ମାଏଝିକେ ଛାଡଲେ
ଅଛେ କେଁ କେନ ଆରୁକିଛୁ?

3.

କେତେ କଷ୍ଟେ ନେଇଁ ଅଛୁ?
ନେଇଁ ଜାନୁଛେଁ ନେଇଁ ସେ ହେଟା!
କଷ୍ଟକେ କଷ୍ଟ ବଲି ସ୍ୱୀକାର ନେଇଁ କର,
କହୁଛେଁ ହର୍ମିଶା, ଦେଖା ମୁନୁଷପନିଆଁ।
ଦୁନିଆଁ ଇଟା।

Friday, August 3, 2018
Topic(s) of this poem: life
COMMENTS OF THE POEM
Dr Dillip K Swain 03 August 2018

A beautiful poem! Thanks dear poet for sharing.................10

0 0 Reply
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success