ପଥର କେବେ
ପାଣି ହେବାର
ଜାଣି ନି ମୁଁ ।
ଜାଣି ନି କେବେ
ଡାକେ ପଳାଶ
କଣ କରିବାକୁ ।
ରଙ୍ଗ କିନ୍ତୁ ଉଡେ
ଆଉ ସେ ଉଡିବା ଭିତରେ
ଥାଆନ୍ତି କୋଉମାନେ
ମତେ ଇ ଥାଏ ଜଣା ।
ଥାଏ ମତେ ଜଣା
ପୁଣି କଣ ଅଛି ହେବାକୁ
ଆଉ ସେଥିପାଇଁ
କଣ ଅଛି କରିବାକୁ ।
This poem has not been translated into any other language yet.
I would like to translate this poem