ହଳଦିରରଙ୍ଗ Colour Of Turmeric Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ହଳଦିରରଙ୍ଗ Colour Of Turmeric

Rating: 5.0

ହଳଦିର ଗୋଟେ ରଙ୍ଗ କଣ?
ନବୀନ ସରକାରର ଶକ୍ତି କାହିଁ
ମାପିବ କେତେ ଗଭୀର ଏ ଜାତିର କ୍ଷତ।
ଉଠାପକା ଖେଳରେ ସ୍ପଷ୍ଟ ଶୁଭୁଛି
ମଣିଷର ଆର୍ତ୍ତ ଚିତ୍କାର।
ହୋଇ ନି କିଛିର ଏ ଯାଏ ଫର୍ଦାଫାଶ।

ଏଠି ଏତେ ସେତେ ସ୍ୱପ୍ନ ବିକ୍ରିର
କିଛି ମାନେ ନାଇଁ।
ଖିଡିକି ଖୋଲି ଯିଏ ଯାଇଛି ବାହାରକୁ
ଆଉ ଭିତରକୁ ପଶିବାର ପ୍ରଶ୍ନ ନାଇଁ।

ପୂର୍ଣଅପୂର୍ଣ ବାରି ଦେଇ
ମାଟି ଉପରେ ପଡିଥିବା
ରକ୍ତଟୋପାରେ ମାପିଲାବେଳେ ସମୟ
ଯାଇଛି ହାତରୁ ଖସି ସବୁ ସବୁ।

କିଏ ଆଉ ଦେଖେଇବ କେବେ କଣ
ଯାହାକୁ ରଖି ଆଶ୍ଚର୍ଯ୍ୟର ପେଟିରେ
କହିବ ଆରେ ହେଃ, ଏତେ କଥା
ଆହୁରି ଥିଲାଟି!

ଛୋଟବଡ ଆଗ୍ରହରେ ଡାକି
କ୍ଷତିରେ ପକେଇବାଟା
ଏ ଘଣ୍ଟାର ଶବ୍ଦରେ
ନୁହେଁ ଶୋଭନୀୟ।

Wednesday, June 13, 2018
Topic(s) of this poem: color,life
POET'S NOTES ABOUT THE POEM
written in odia language. Odia is the official language of Odisha India. It is all about life and its color
COMMENTS OF THE POEM
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success