1
କି କାର୍ଯ୍ୟ କହ ତ ଏ ରାଜ୍ଯେ!
ଭିଜିବା କବିତାରେ ସୁଖେ।
ଏକଇ ପଥ ଏ କବିତା
ନିଷ୍କାମରେ ଜଗତ ଜିତା।
2
କବିତା ଦୀକ୍ଷାରେ ସେ କବି
ସତ୍ୟ ଶୁକ୍ଳରେ ବସନ୍ତି ଯାଇ।
ଭୂତ ଭବିଷ୍ୟ ବର୍ତ୍ତମାନ
ଏକାକେ କବିର ଆସନ।
This poem has not been translated into any other language yet.
I would like to translate this poem