Darkar tumar sahajya,
banchibaa pain sabudinaku.
Darijauchhi mu
Garam badhigalabelaku
Chalish digre.
Mu achhi Titilagarh, Balangir,
Odisha, Indiare aau
karuchhi bhaya
Tapa saha jujhibaaku.
Pani pokhari nahin,
Achhi kankrit jungle ethi.
Mu gotie chhotiaa jiba,
Jadi chhan bhulija mate,
Aau mo bhagyathi mate rakhidia
Mo matire aau mo bhashare
Mo maa pakhare.
In odia lipi or Brahmi script;
ଦରକାର ତୁମର ସାହାଯ୍ୟ
ବଂଚିବାକୁ ସବୁ ଦିନକୁ ।
ଡରି ଯାଉଛି ମୁଁ
ଗରମ ବଢିଗଲାବେଳକୁ
ଚାଳିଶ ଡିଗ୍ରୀ ।
ମୁଁ ଅଛି ଟିଟିଲାଗଡ, ବଲାଙ୍ଗୀର,
ଓଡିଶା, ଭାରତରେ
ଆଉ କରୁଛି ଭୟ
ତାପ ସହ ଯୁଝିବାକୁ ।
ପାଣି ପୋଖରୀ ନାହିଁ,
ଅଛି କଂକ୍ରିଟ ଜଙ୍ଗଲ ।
ମୁଁ ଗୋଟିଏ ଛୋଟିଆ ଜୀବ,
ଯଦି ଚାହଁ, ଯାଅ ଭୁଲି ମତେ,
ଆଉ ମୋ ଭାଗ୍ୟ ଠି ମତେ ରଖିଦିଅ,
ମୋ ମାଟିରେ, ମୋ ଭାଷା ସହିତ
ମା ପାଖରେ ।