ମଲାଲୋକ Dead Men Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ମଲାଲୋକ Dead Men

Rating: 5.0

ମଲାଲୋକ
ଗଜାନନ ମିଶ୍ର

ଆମ ଏ ସହରରେ
ମଲାଲୋକ ଭର୍ତ୍ତି ।
ପଚାର ନି
ମଲାଲୋକଗୁଡାକ
କେତେବେଳେ
କଣ କରନ୍ତି!
ମଲାଲୋକଙ୍କ ଗହଣରେ
ମୁଁ ବି
ଆଉ ତୁମେ ବି।
ଏ ମଲାଲୋକଙ୍କୁ ନେଇ
କିଛି ହେବ ନି କରି
ଏମିତି ଭାବନା ବି
ରଖିବା ନୁହଁ ଠିକ୍।
କେମିତି କରିବ କଣ
ତୁମ ଉପରେ ନିର୍ଭର ସବୁ।
ଆଉ ଏଠାକାର
ଏ ମଲାଲୋକମାନେ
ତୁମକୁ ନେଇ ଏମିତି
ଖେଳ ଖେଳିବେ
ତୁମେ ନିଜେ ବି
ହୋଇଯିବ ତାଜୁବ।
କିଏ କେମିତି
ବାଜିମାତ୍ କରିବ
ଆଉ ତାପରେ ହେବ କଣ
ସେସବୁ ଥାଉ।
ଏଇନେ ମୋ ଇଲାକାରେ
ମତେ ଇ
ରହିବାକୁ ଦିଆଯାଉ।

ତପୋବନ, ଟିଟିଲାଗଡ, ବଲାଙ୍ଗିର
19/4/2019
ଭୁବନେଶ୍ୱର

ମଲାଲୋକ Dead Men
Friday, April 19, 2019
Topic(s) of this poem: life,men
COMMENTS OF THE POEM
Kumarmani Mahakul 19 April 2019

ଏ ମଲାଲୋକମାନେ ତୁମକୁ ନେଇ ଏମିତି ଖେଳ ଖେଳିବେ ତୁମେ ନିଜେ ବି ହୋଇଯିବ ତାଜୁବ। କିଏ କେମିତି ବାଜିମାତ୍ କରିବ ଆଉ ତାପରେ ହେବ କଣ ସେସବୁ ଥାଉ।.......fantastic expression with touching theme. This is a beautiful philosophical poem with appropriate graphic. Thank you sir.

0 0 Reply
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success