ପ୍ରିୟ ଭାଇ ଓ ଭଉଣୀ Dear Brother And Sisters Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ପ୍ରିୟ ଭାଇ ଓ ଭଉଣୀ Dear Brother And Sisters

Rating: 5.0

ସ୍ୱହସ୍ତରେ ବିଷପାନ କରିବା କିଆଁ,
ଘୋଡା ଥାଉ ଥାଉ ଗଧ ପିଠିରେ ବସିବା କିଆଁ?

ଆମ୍ୱ ତେଜି ମହାକାଳ ଫଳ ଖାଇବା କିଆଁ,
ଗୁଆ ଗଛରେ ପାଣି ନ ଦେଇ ଗବ ଗଛରେ ଦେବା କିଆଁ?

ମା ମାଟି ମାତୃଭାଷା ଛାଡି ଆନର ଯତ୍ନ ନେବା କିଆଁ?
ପିତ୍ରାର୍ଜିତ ଅଚଳା ସଂପତ୍ତି ଆମଠି,
ଏସବୁ ଶିରୀ କେମନ୍ତେ ଦେବା ମୂରୁଛି!

ପ୍ରିୟ ଭାଇ ଓ ଭଉଣୀ,
ପିତା ମାତା ମାଟିଭାଷାର ନ ନେଲେ ଯତ୍ନ ହେବ ଧର୍ମହାନୀ।
ପରଭାଷା ପରନାରୀରେ ଜୀବନହାନୀ।

Sunday, November 12, 2017
Topic(s) of this poem: language
COMMENTS OF THE POEM
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success