ବଁଚମି
ଗଜାନନ ମିଶ୍ର
ନେଇଁ ମରେଁ, ନେଇଁ ମରେଁ,
ବଁଚମି, ବଁଚମି, ଆରୁ
ଇ ମାଏଟ ଉପରେ ଏନ୍ତା ଥିମି,
ସବୁଦିନକେ ଏନ୍ତା ଥିମି।
ଜଦରଭି ବଦଲିବା,
ବଦଲୁଥିବା ମୋର
ରଁଗ ରୂପ ସମିଆକେ ସମିଆ।
ଆରୁ ସବୁ ବଦଲ ଭିତରେ
ଥିମି, ଥିମି ମୁଇଁ
ଏନ୍ତା ଇନେ ସବୁଦିନକେ
ତୁମର ହେଇକରି।
ମୋର ନାଁ ଗାଁ
ନେଇଁ ଦେବ ପାସରି।
ମାଏଟ ମୋର ନାଁ,
ଆକାଶ ମୋର ଗାଁ,
ପବନପାଏନ
ଅଛନ ମୋରକାଜେ ଇନେ।
ମୁଇଁ ଝଲଝଲାତ୍
ଉଜାଲାଟେ ଆଏ
ଅଛେଁ ତମରକାଜେ ଛନେ।
ବଁଚିଛେଁ ମୁଇଁ,
ବଁଚିଥିମି, ଆରୁ
ଥିଲାତକ୍ ମୁଇଁ
ନେଇଁ ମରେଁ,
ନେଇଁ ଆସିପାରେ
କେହେନସି ଅଁଧାର ମୋରତକ୍।
ମୁଇଁ ଅଛେଁ, ମୁଇଁ ଥିମି,
ବଁଚମି, ବଁଚିଥିମି।
English rendering;
I will not die, will not die,
I will live and live,
On this earth I will stay,
I will stay like this.
If at all anything will change,
The color, sizes will change
From time to time.
And in all changes
I will stay in tact
As yours like this.
Please forget not
My name and my village,
The earth is my name,
The sky is my village,
The air and the water
Are here for me.
I am a dazzling light,
I am here for you.
I am alive,
I will live,
And so long as I am here
I will not die.
No darkness comes to me.
I am here,
I will be here,
I will live,
I will continue to live.
This poem has not been translated into any other language yet.
I would like to translate this poem