ଜାଣ? କଣ ହୋଇଥିଲା ପ୍ରଥମ ଦିନ?
କେମିତି ଜଳିଥିଲା ଦୀପ?
ସସାଗରା ହୋଇଥିଲା ମପା
ନ ଥିଲା ଯଦିଓ କିଛି କାରଣ ।
କୋଉଠି ମନ?
ଅଛି କି ଜୀବନ?
କହୁ କହୁ କଛି ପାରୁ ନ।
ଭଲ କିଏ?
କେମିତି ଭଲ?
ମନ୍ଦ ବୋଲିବା ଅଛି କି କଣ?
କାହା ସହ ପଦେ ଅଧେ କଥାହେଲେ
କିଆଁ ହେଉଛି ବାରଣ ।
ମୁଁ ମୋର ନୁହଁ ।
ତୁମର ବୋଲି ବି ନାହିଁ କିଛି କାରଣ ।
This poem has not been translated into any other language yet.
I would like to translate this poem
ମନ୍ଦ ବୋଲିବା ଅଛି କି କଣ? କାହା ସହ ପଦେ ଅଧେ କଥାହେଲେ କିଆଁ ହେଉଛି ବାରଣ । ମୁଁ ମୋର ନୁହଁ । ତୁମର ବୋଲି ବି ନାହିଁ କିଛି କାରଣ... mahan antarnihita uddeshya rahichhi ethare. Sundara bhabhe hoichhi rachita. Dhanyabada bahuta bahuta. (Beautiful poem, thanks for sharing.)