Gajanan Mishra

Gold Star - 271,771 Points (3rd April 19sixty / Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India)

ପ୍ରଥମ ଦିନ First Day - Poem by Gajanan Mishra

ଜାଣ? କଣ ହୋଇଥିଲା ପ୍ରଥମ ଦିନ?
କେମିତି ଜଳିଥିଲା ଦୀପ?
ସସାଗରା ହୋଇଥିଲା ମପା
ନ ଥିଲା ଯଦିଓ କିଛି କାରଣ ।
କୋଉଠି ମନ?
ଅଛି କି ଜୀବନ?
କହୁ କହୁ କଛି ପାରୁ ନ।

ଭଲ କିଏ?
କେମିତି ଭଲ?
ମନ୍ଦ ବୋଲିବା ଅଛି କି କଣ?
କାହା ସହ ପଦେ ଅଧେ କଥାହେଲେ
କିଆଁ ହେଉଛି ବାରଣ ।
ମୁଁ ମୋର ନୁହଁ ।
ତୁମର ବୋଲି ବି ନାହିଁ କିଛି କାରଣ ।

Topic(s) of this poem: life


Poet's Notes about The Poem

Written in Odia language. Odia is the official language of Odisha, India

Comments about ପ୍ରଥମ ଦିନ First Day by Gajanan Mishra

  • Kumarmani Mahakul (10/14/2017 2:30:00 AM)


    ମନ୍ଦ ବୋଲିବା ଅଛି କି କଣ?
    କାହା ସହ ପଦେ ଅଧେ କଥାହେଲେ
    କିଆଁ ହେଉଛି ବାରଣ ।
    ମୁଁ ମୋର ନୁହଁ ।
    ତୁମର ବୋଲି ବି ନାହିଁ କିଛି କାରଣ... mahan antarnihita uddeshya rahichhi ethare. Sundara bhabhe hoichhi rachita. Dhanyabada bahuta bahuta. (Beautiful poem, thanks for sharing.)
    (Report) Reply

    0 person liked.
    0 person did not like.
Read all 1 comments »



Read this poem in other languages

This poem has not been translated into any other language yet.

I would like to translate this poem »

word flags


Poem Submitted: Thursday, October 12, 2017



[Report Error]