ପ୍ରଥମ ଥର ଜାଣିଲି ଏତେ
କାଦୁଅ-ନିଆଁ ଏଠି।
ଆଉ ଜାଣିଲାବେଳକୁ
ଫସି ସାରିଥିଲି ପୂରା।
ପାରିଲି ନି ଜାଣି ବାହାରିବି
କେମିତି ଦଲଦଲାରୁ ଧୂଆଁରୁ!
ପ୍ରଥମ ଥର ଜାଣିଲି
ପାଣି ଇ ନିଆଁ ମୋ ଭିତରେ।
This poem has not been translated into any other language yet.
I would like to translate this poem
In hurdles always here life