ବିଡି ଠୁଟି ହେଲେ ଗଲା,
ମଣିଷ ଚଠା ହେଲେ ଗଲା,
ପ୍ରେମ ଖଟା ହେଲେ ଗଲା ।
ଆଉ ଏବେ ଆମ ପାଖରେ
ଏ ତିନିଟା, ଆମେ ଦୁର୍ଭାଗା ।
ସଚ୍ଚୋଟପଣିଆ ଗଲା କୁଆଡେ?
ମା ମାଇପ ରହିଲେ କୋଉଠି?
ପିଲାଛୁଆଙ୍କୁ କିଏ ନିଜର ଭାବୁଛି କି?
ଆମେ ତଥାପି ଚେଙ୍ଗ ଦେବାକୁ ତୟାର
ବାହାରି ଯା ଭିତରୁ ବିଦେଶଵାଲା ।
ନାଇଁରେ ନାଇଁରେ କହୁ କହୁ
ଘରବାଡି ମେଲା ଆଉ ପିଲା
ବେକାର, ଯାଉଛି ଦାଦନ, କହୁଛି
ଦହଗଞରେ ବି ସରୁ ନି ଦିନ ।
This poem has not been translated into any other language yet.
I would like to translate this poem
life is really always in trouble, it is sorrowful and yet nectar is here.